ଫିସିଂ ହେଉଛି ଭୁଲ ତଥ୍ୟ ମାଧ୍ୟମରେ ସୂଚନା ପ୍ରାପ୍ତ କରିବା ପାଇଁ ସୋଶିଆଲ୍‌ ଇଞ୍ଜିନିୟରିଂ ଆକ୍ରମଣର ଏକ ରୂପ। ଫିସିଂ ଆକ୍ରମଣରେ ଠକମାନେ ଇ-ମେଲ୍ ସୃଷ୍ଟି କରନ୍ତି ଯାହା ଦେଖିବାକୁ ଏପରି ଲାଗିଥାଏ ଯେ ଯେପରି ଏହା ଏକ ବୈଧ ସଂସ୍ଥା (ଯେପରିକି ବ୍ୟାଙ୍କ, ପ୍ରତିଷ୍ଠିତ ସଂସ୍ଥା, କମ୍ପାନୀ ଇତ୍ୟାଦି)ରୁ ଆସିଛି, ଯେଉଁଥିରେ ନକଲି ୱେବସାଇଟ୍ ସହିତ ଲିଙ୍କ ରହିଥାଏ ଯାହା ବାସ୍ତବିକ ୱେବସାଇଟ୍‌ର ନକଲ କରିଥାଏ କିମ୍ବା ଏଥିରେ ଦୁର୍ଭାବନାପୂର୍ଣ୍ଣ ଆଟାଚମେଣ୍ଟ ରହିଥାଇପାରେ। ଏଥିମଧ୍ୟରୁ ଅଧିକାଂଶ ଫିସିଂ ଇମେଲଗୁଡିକ ସମ୍ବେଦନଶୀଳ ସୂଚନା ପରିପ୍ରକାଶ କରିବା ଏବଂ ଠକ ଯାହା ଚାହୁଁଛନ୍ତି ତାହା କରିବା ପାଇଁ ଟାର୍ଗେଟ୍‌କୁ ପ୍ରବର୍ତ୍ତାଇବା ପାଇଁ ବନାଯାଇଥାଏ।

ଫିସିଂ ୱେବସାଇଟ୍‌ଗୁଡ଼ିକର ଉଦାହରଣ

  • gmai1.com

  • icici6ank.com

  • bank0findia.com

  • yah00.com

  • eci.nic.ni

  • electoralsearching.in